or_tn/1th/02/08.md

16 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# In this way we had affection for you
ଏହି ପ୍ରକାରେ ଆମ୍ଭେମାନେ ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ସ୍ନେହ ପ୍ରଦର୍ଶନ କରିଥିଲୁ
# we had affection for you
ଆମ୍ଭେମାନେ ତୁମ୍ଭମାନଙ୍କୁ ପ୍ରେମ କରିଥିଲୁ
# We were pleased to share with you not only the gospel of God but also our own lives
ପାଉଲ ସୁସମାଚାରର ବାକ୍ୟ ଓ ଆପଣା ଏବଂ ଆପଣା ସହିତ ଥିବା ଲୋକମାନଙ୍କ ଜୀବନ ବିଷୟରେ କହନ୍ତି ଯେ ସତେ ଯେପରି ତାହା ଗୋଟିଏ ପାର୍ଥିବ ବସ୍ତୁ, ଯାହା ଜଣେ ଅନ୍ୟମାନଙ୍କ ସହିତ ବାଣ୍ଟିପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ତୁମ୍ଭମାନଙ୍କୁ ଈଶ୍ବରଙ୍କ ସୁସମାଚାର ବିଷୟରେ କେବଳ କହିବାକୁ ସନ୍ତୁଷ୍ଟ ନ ଥିଲୁ, ମାତ୍ର ତୁମ୍ଭମାନଙ୍କ ସହିତ ସମୟ କ୍ଷେପଣ କରିବାକୁ ଓ ତୁମ୍ଭମାନଙ୍କୁ ସାହାଯ୍ୟ କରିବାକୁ ମଧ୍ୟ ସନ୍ତୁଷ୍ଟ ଥିଲୁ” (ଦେଖ: [[rc://*/ta/man/translate/figs-metaphor]])
# you had become very dear to us
ଆମ୍ଭେମାନେ ପ୍ରାଣର ସହିତ ତୁମ୍ଭମାନଙ୍କର ଯତ୍ନ ନେଇଥିଲୁ