or_tn/1th/01/10.md

16 lines
1.1 KiB
Markdown

# his Son
ଏହା ଯୀଶୁଙ୍କର ଗୋଟିଏ ଗୁରୁତ୍ବପୂର୍ଣ୍ଣ ଉପାଧି ଯାହା ଈଶ୍ବରଙ୍କ ସହିତ ତାହାଙ୍କର ସମ୍ପର୍କକୁ ବର୍ଣ୍ଣନା କରେ I (ଦେଖ: [[rc://*/ta/man/translate/guidelines-sonofgodprinciples]])
# whom he raised
ଯାହାଙ୍କୁ ଈଶ୍ବର ପୁନର୍ବାର ଜୀବିତ କଲେ
# from the dead
ଯେପରି ସେ ଆଉ ମୃତହୋଇ ରହିବେ ନାହିଁ I ଏହି ଭାବ ପ୍ରକାଶ କରେ ଯେ ସମସ୍ତ ମୃତଲୋକମାନେ ଏକତ୍ର ଭୂଗର୍ଭରେ ଅଛନ୍ତି I ସେମାନଙ୍କ ମଧ୍ୟରୁ ଫେରିଆସିବାର ଅର୍ଥ ହେଉଛି ପୁନର୍ବାର ଜୀବିତ ହେବା I
# who frees us
ଏଠାରେ ପାଉଲ ଥେସଲନୀକୀୟ ବିଶ୍ବାସୀମାନଙ୍କୁ ଅନ୍ତର୍ଭୁକ୍ତ କରୁଛନ୍ତି I (ଦେଖ: [[rc://*/ta/man/translate/figs-inclusive]])