or_tn/1th/01/10.md

1.1 KiB

his Son

ଏହା ଯୀଶୁଙ୍କର ଗୋଟିଏ ଗୁରୁତ୍ବପୂର୍ଣ୍ଣ ଉପାଧି ଯାହା ଈଶ୍ବରଙ୍କ ସହିତ ତାହାଙ୍କର ସମ୍ପର୍କକୁ ବର୍ଣ୍ଣନା କରେ I (ଦେଖ: rc://*/ta/man/translate/guidelines-sonofgodprinciples)

whom he raised

ଯାହାଙ୍କୁ ଈଶ୍ବର ପୁନର୍ବାର ଜୀବିତ କଲେ

from the dead

ଯେପରି ସେ ଆଉ ମୃତହୋଇ ରହିବେ ନାହିଁ I ଏହି ଭାବ ପ୍ରକାଶ କରେ ଯେ ସମସ୍ତ ମୃତଲୋକମାନେ ଏକତ୍ର ଭୂଗର୍ଭରେ ଅଛନ୍ତି I ସେମାନଙ୍କ ମଧ୍ୟରୁ ଫେରିଆସିବାର ଅର୍ଥ ହେଉଛି ପୁନର୍ବାର ଜୀବିତ ହେବା I

who frees us

ଏଠାରେ ପାଉଲ ଥେସଲନୀକୀୟ ବିଶ୍ବାସୀମାନଙ୍କୁ ଅନ୍ତର୍ଭୁକ୍ତ କରୁଛନ୍ତି I (ଦେଖ: rc://*/ta/man/translate/figs-inclusive)