or_tn/1th/01/08.md

8 lines
759 B
Markdown

# the word of the Lord
ଏଠାରେ ବାକ୍ୟ ହେଉଛି “ସମ୍ବାଦ”ର ଗୋଟିଏ ରୂପକ I ବିକଳ୍ପ ଅନୁବାଦ: “ପ୍ରଭୁଙ୍କର ଶିକ୍ଷା” (ଦେଖ: [[rc://*/ta/man/translate/figs-metonymy]])
# has rung out
ଏଠାରେ ପାଉଲ ଥେସଲନୀକୀୟ ବିଶ୍ବାସୀମାନଙ୍କ ଖ୍ରୀଷ୍ଟିୟ ସାକ୍ଷ୍ୟ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ବଜାଯାଇଥିବା ଘଣ୍ଟି କିମ୍ବା ବଜାଯାଉଥିବା ଗୋଟିଏ ବାଦ୍ୟଯନ୍ତ୍ର ଥିଲା I (ଦେଖ: [[rc://*/ta/man/translate/figs-metaphor]])