or_tn/1th/01/08.md

759 B

the word of the Lord

ଏଠାରେ ବାକ୍ୟ ହେଉଛି “ସମ୍ବାଦ”ର ଗୋଟିଏ ରୂପକ I ବିକଳ୍ପ ଅନୁବାଦ: “ପ୍ରଭୁଙ୍କର ଶିକ୍ଷା” (ଦେଖ: rc://*/ta/man/translate/figs-metonymy)

has rung out

ଏଠାରେ ପାଉଲ ଥେସଲନୀକୀୟ ବିଶ୍ବାସୀମାନଙ୍କ ଖ୍ରୀଷ୍ଟିୟ ସାକ୍ଷ୍ୟ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ବଜାଯାଇଥିବା ଘଣ୍ଟି କିମ୍ବା ବଜାଯାଉଥିବା ଗୋଟିଏ ବାଦ୍ୟଯନ୍ତ୍ର ଥିଲା I (ଦେଖ: rc://*/ta/man/translate/figs-metaphor)