or_tn/1pe/05/09.md

764 B

Stand against him

ସ୍ଥିର ରହିବା ରୂପକ ଭାବରେ ଯୁଦ୍ଧ କରିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ତାହା ବିରୁଦ୍ଧରେ ଯୁଦ୍ଧ କର” (ଦେଖ: rc://*/ta/man/translate/figs-metonymy)

your community

ପିତର ସହବିଶ୍ବାସୀମାନଙ୍କୁ ଏକା ସମ୍ପ୍ରଦାୟର ସଦସ୍ୟ ବୋଲି କହୁଛନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ସହ-ବିଶ୍ବାସୀମାନେ” (ଦେଖ: rc://*/ta/man/translate/figs-metaphor)

in the world

ଜଗତରେ ଥିବା ବିଭିନ୍ନ ସ୍ଥାନରେ