# Stand against him ସ୍ଥିର ରହିବା ରୂପକ ଭାବରେ ଯୁଦ୍ଧ କରିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ତାହା ବିରୁଦ୍ଧରେ ଯୁଦ୍ଧ କର” (ଦେଖ: [[rc://*/ta/man/translate/figs-metonymy]]) # your community ପିତର ସହବିଶ୍ବାସୀମାନଙ୍କୁ ଏକା ସମ୍ପ୍ରଦାୟର ସଦସ୍ୟ ବୋଲି କହୁଛନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ସହ-ବିଶ୍ବାସୀମାନେ” (ଦେଖ: [[rc://*/ta/man/translate/figs-metaphor]]) # in the world ଜଗତରେ ଥିବା ବିଭିନ୍ନ ସ୍ଥାନରେ