or_tn/1pe/05/07.md

735 B

Cast all your anxiety on him

ପିତର ଚିନ୍ତା ବିଷୟରେ କହନ୍ତି ଯେ ସତେ ଯେପରି ଏହା ଏକ ଭାରୀ ବୋଝ, ଯାହା ଜଣେ ଲୋକ ନିଜେ ବହନ ନ କରି ଈଶ୍ବରଙ୍କ ଉପରେ ପକାଇଥାଏ I ବିକଳ୍ପ ଅନୁବାଦ: “ତୁମକୁ ବ୍ୟସ୍ତ କରୁଥିବା ପ୍ରତ୍ୟେକ ବିଷୟ ନିମନ୍ତେ ତାହାଙ୍କଠାରେ ଭରସା କର” କିମ୍ବା “ତୁମକୁ ବ୍ୟସ୍ତ କରୁଥିବା ସମସ୍ତ ବିଷୟର ସେ ଯତ୍ନ ନିଅନ୍ତୁ” (ଦେଖ: rc://*/ta/man/translate/figs-metaphor)