or_tn/1pe/05/07.md

4 lines
735 B
Markdown
Raw Permalink Normal View History

2020-11-19 00:15:53 +00:00
# Cast all your anxiety on him
ପିତର ଚିନ୍ତା ବିଷୟରେ କହନ୍ତି ଯେ ସତେ ଯେପରି ଏହା ଏକ ଭାରୀ ବୋଝ, ଯାହା ଜଣେ ଲୋକ ନିଜେ ବହନ ନ କରି ଈଶ୍ବରଙ୍କ ଉପରେ ପକାଇଥାଏ I ବିକଳ୍ପ ଅନୁବାଦ: “ତୁମକୁ ବ୍ୟସ୍ତ କରୁଥିବା ପ୍ରତ୍ୟେକ ବିଷୟ ନିମନ୍ତେ ତାହାଙ୍କଠାରେ ଭରସା କର” କିମ୍ବା “ତୁମକୁ ବ୍ୟସ୍ତ କରୁଥିବା ସମସ୍ତ ବିଷୟର ସେ ଯତ୍ନ ନିଅନ୍ତୁ” (ଦେଖ: [[rc://*/ta/man/translate/figs-metaphor]])