16 lines
1.5 KiB
Markdown
16 lines
1.5 KiB
Markdown
# household of God
|
|
|
|
ଏହି ବାକ୍ୟାଂଶ ବିଶ୍ବାସୀମାନଙ୍କୁ ବୁଝାଏ ଯେଉଁମାନଙ୍କୁ ପିତର ଈଶ୍ବରଙ୍କ ପରିବାର ବୋଲି କହୁଛନ୍ତି I (ଦେଖ: [[rc://*/ta/man/translate/figs-metaphor]])
|
|
|
|
# If it begins with us, what will be the outcome for those who do not obey God's gospel?
|
|
|
|
ବିଶ୍ବାସୀମାନଙ୍କ ଅପେକ୍ଷା ସୁସମାଚାରକୁ ଅଗ୍ରାହ୍ୟ କରୁଥିବା ଲୋକମାନଙ୍କ ନିମନ୍ତେ ଈଶ୍ବରଙ୍କ ବିଚାର ଅଧିକ ଅସହ୍ୟ ହେବ ବୋଲି ପିତର ଏହି ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “ଯଦି ଏହା ଆମ୍ଭମାନଙ୍କଠାରୁ ଆରମ୍ଭ ହୁଏ, ତେବେ ଈଶ୍ବରଙ୍କ ସୁସମାଚାରକୁ ଅଗ୍ରାହ୍ୟ କରୁଥିବା ଲୋକମାନଙ୍କ ପ୍ରତି ତାହାର ପରିଣାମ ଅଧିକ ଅସହ୍ୟ ହେବ” (ଦେଖ: [[rc://*/ta/man/translate/figs-rquestion]])
|
|
|
|
# what will be the outcome for those
|
|
|
|
ସେମାନଙ୍କ ପ୍ରତି କଅଣ ଘଟିବ
|
|
|
|
# those who do not obey God's gospel
|
|
|
|
ଯେଉଁମାନେ ଈଶ୍ବରଙ୍କ ସୁସମାଚାରରେ ବିଶ୍ବାସ କରନ୍ତି ନାହିଁ I ଏଠାରେ “ଆଜ୍ଞାବହ” ଶବ୍ଦର ଅର୍ଥ ବିଶ୍ବାସ କରିବା I
|