or_tn/1pe/04/17.md

1.5 KiB

household of God

ଏହି ବାକ୍ୟାଂଶ ବିଶ୍ବାସୀମାନଙ୍କୁ ବୁଝାଏ ଯେଉଁମାନଙ୍କୁ ପିତର ଈଶ୍ବରଙ୍କ ପରିବାର ବୋଲି କହୁଛନ୍ତି I (ଦେଖ: rc://*/ta/man/translate/figs-metaphor)

If it begins with us, what will be the outcome for those who do not obey God's gospel?

ବିଶ୍ବାସୀମାନଙ୍କ ଅପେକ୍ଷା ସୁସମାଚାରକୁ ଅଗ୍ରାହ୍ୟ କରୁଥିବା ଲୋକମାନଙ୍କ ନିମନ୍ତେ ଈଶ୍ବରଙ୍କ ବିଚାର ଅଧିକ ଅସହ୍ୟ ହେବ ବୋଲି ପିତର ଏହି ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “ଯଦି ଏହା ଆମ୍ଭମାନଙ୍କଠାରୁ ଆରମ୍ଭ ହୁଏ, ତେବେ ଈଶ୍ବରଙ୍କ ସୁସମାଚାରକୁ ଅଗ୍ରାହ୍ୟ କରୁଥିବା ଲୋକମାନଙ୍କ ପ୍ରତି ତାହାର ପରିଣାମ ଅଧିକ ଅସହ୍ୟ ହେବ” (ଦେଖ: rc://*/ta/man/translate/figs-rquestion)

what will be the outcome for those

ସେମାନଙ୍କ ପ୍ରତି କଅଣ ଘଟିବ

those who do not obey God's gospel

ଯେଉଁମାନେ ଈଶ୍ବରଙ୍କ ସୁସମାଚାରରେ ବିଶ୍ବାସ କରନ୍ତି ନାହିଁ I ଏଠାରେ “ଆଜ୍ଞାବହ” ଶବ୍ଦର ଅର୍ଥ ବିଶ୍ବାସ କରିବା I