or_tn/1pe/04/13.md

8 lines
567 B
Markdown

# rejoice and be glad
ଏହି ଦୁଇଟି ବାକ୍ୟାଂଶର ଅର୍ଥ ମୌଳିକ ଭାବରେ ସମାନ ଓ ଆନନ୍ଦର ପରିମାଣକୁ ବୁଝାଏ I ବିକଳ୍ପ ଅନୁବାଦ: “ଆହୁରି ଅଧିକ ଆନନ୍ଦ କର” କିମ୍ବା “ଅତି ଆନନ୍ଦ କର” (ଦେଖ: [[rc://*/ta/man/translate/figs-doublet]])
# at the revealing of his glory
ଯେତେବେଳେ ଈଶ୍ବର ଖ୍ରୀଷ୍ଟଙ୍କର ଗୌରବ ପ୍ରକାଶ କରିବେ