# rejoice and be glad ଏହି ଦୁଇଟି ବାକ୍ୟାଂଶର ଅର୍ଥ ମୌଳିକ ଭାବରେ ସମାନ ଓ ଆନନ୍ଦର ପରିମାଣକୁ ବୁଝାଏ I ବିକଳ୍ପ ଅନୁବାଦ: “ଆହୁରି ଅଧିକ ଆନନ୍ଦ କର” କିମ୍ବା “ଅତି ଆନନ୍ଦ କର” (ଦେଖ: [[rc://*/ta/man/translate/figs-doublet]]) # at the revealing of his glory ଯେତେବେଳେ ଈଶ୍ବର ଖ୍ରୀଷ୍ଟଙ୍କର ଗୌରବ ପ୍ରକାଶ କରିବେ