or_tn/1pe/04/07.md

1.9 KiB

The end of all things

ଏହା ଖ୍ରୀଷ୍ଟଙ୍କ ଦ୍ବିତୀୟ ଆଗମନରେ ଜଗତର ଶେଷ ହେବା ବିଷୟକୁ ବୁଝାଏ I

is coming

ଶୀଘ୍ର ଘଟିବାକୁ ଯାଉଥିବା ଯୁଗାନ୍ତ ବିଷୟରେ କୁହାଯାଏ ଯେ ସତେ ଯେପରି ଏହା ଶାରୀରିକ ଭାବରେ ଦୂରତା ଦୃଷ୍ଟିରେ ନିକରବର୍ତ୍ତୀ ହୋଇ ଆସୁଛି I ବିକଳ୍ପ ଅନୁବାଦ: “ଶୀଘ୍ର ଘଟିବ” (ଦେଖ: rc://*/ta/man/translate/figs-metaphor)

be of sound mind, and be sober in your thinking

ଏହି ଦୁଇଟି ବାକ୍ୟାଂଶର ଅର୍ଥ ମୌଳିକ ଭାବରେ ସମାନ ଅଟେ I ଯେହେତୁ ଜଗତର ଅନ୍ତ ନିକଟବର୍ତ୍ତୀ, ସେଥିପାଇଁ ଜୀବନ ସମ୍ବନ୍ଧରେ ସ୍ପଷ୍ଟଭାବରେ ଚିନ୍ତା କରିବାର ପ୍ରୟୋଜନ ବିଷୟକୁ ଗୁରୁତ୍ବ ଦେବା ନିମନ୍ତେ ପିତର ସେଗୁଡିକୁ ବ୍ୟବହାର କରୁଛନ୍ତି I (ଦେଖ: rc://*/ta/man/translate/figs-parallelism)

be sober in your thinking

ଏଠାରେ “ସୁବୁଦ୍ଧି” ମାନସିକ ସ୍ବଚ୍ଛତା ଓ ଜାଗ୍ରତ ହେବା ବିଷୟକୁ ବୁଝାଏ I ଦେଖ ତୁମେ ଏହାକୁ କିପରି ୧ ପିତର ୧:୧୩ରେ ଅନୁବାଦ କଲ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ଭାବନାକୁ ନିୟନ୍ତ୍ରଣ କର” କିମ୍ବା “ତୁମ୍ଭେମାନେ କଅଣ ଭାବୁଅଛ, ସେ ବିଷୟରେ ସାବଧାନ ହୁଅ” (ଦେଖ: rc://*/ta/man/translate/figs-idiom)