or_tn/1pe/04/06.md

20 lines
3.1 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# the gospel was preached also to the dead
ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଯେଉଁମାନେ ମୃତ ହୋଇସାରିଥିଲେ ସେହି ଲୋକମାନଙ୍କ ମଧ୍ୟରେ ସୁଦ୍ଧା ସୁସମାଚାର ପ୍ରଚାରିତ ହୋଇଥିଲା” କିମ୍ବା ) “ଯେଉଁ ଲୋକମାନେ ଜୀବିତ ଥିଲେ, କିନ୍ତୁ ବର୍ତ୍ତମାନ ମୃତ ହୋଇଛନ୍ତି ସେହି ଲୋକମାନଙ୍କ ମଧ୍ୟରେ ସୁଦ୍ଧା ସୁସମାଚାର ପ୍ରଚାରିତ ହୋଇଥିଲା”
# the gospel was preached
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଖ୍ରୀଷ୍ଟ ପ୍ରଚାର କଲେ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ସୁସମାଚାର ପ୍ରଚାର କଲେ” କିମ୍ବା ) ମନୁଷ୍ୟମାନେ ପ୍ରଚାର କଲେ I ବିକଳ୍ପ ଅନୁବାଦ: “ମନୁଷ୍ୟମାନେ ସୁସମାଚାର ପ୍ରଚାର କଲେ” (ଦେଖ: [[rc://*/ta/man/translate/figs-activepassive]])
# they have been judged in the flesh as humans
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଈଶ୍ବର ସେମାନଙ୍କୁ ପୃଥିବୀରେ ଏହି ଜୀବନ କାଳରେ ବିଚାର କଲେ I ବିକଳ୍ପ ଅନୁବାଦ: “ଈଶ୍ବର ସେମାନଙ୍କୁ ମନୁଷ୍ୟ ଭାବରେ ଥିବା ସେମାନଙ୍କ ଶରୀରରେ ବିଚାର କଲେ” କିମ୍ବା ) ମନୁଷ୍ୟମାନେ ମନୁଷ୍ୟମାନଙ୍କ ମାନଦଣ୍ଡରେ ସେମାନଙ୍କୁ ବିଚାର କଲେ I ବିକଳ୍ପ ଅନୁବାଦ; “ମନୁଷ୍ୟମାନେ ସେମାନଙ୍କୁ ମନୁଷ୍ୟ ଭାବରେ ଥିବା ସେମାନଙ୍କ ଶରୀରରେ ବିଚାର କଲେ” (ଦେଖ: [[rc://*/ta/man/translate/figs-activepassive]])
# judged in the flesh as humans
ଶେଷ ବିଚାରର ପରିଣାମ ସ୍ବରୂପ ମୃତ୍ୟୁ ବିଷୟରେ ଏହା ସମ୍ବନ୍ଧ-ପଦ ଅଟେ I (ଦେଖ: [[rc://*/ta/man/translate/figs-euphemism]])
# live in the spirit the way God does
ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଈଶ୍ବରଙ୍କ ସଦୃଶ ଆତ୍ମିକ ଭାବରେ ଜୀବନ ଯାପନ କର, କାରଣ ପବିତ୍ର ଆତ୍ମା ସେ ପ୍ରକାର କରିବାକୁ ସେମାନଙ୍କୁ ସକ୍ଷମ କରିବେ” କିମ୍ବା ) “ପବିତ୍ର ଆତ୍ମାଙ୍କ ଶକ୍ତିରେ ଈଶ୍ବରଙ୍କ ମାନଦଣ୍ଡ ଅନୁସାରେ ଜୀବନ ଯାପନ କର”