or_tn/1pe/04/06.md

3.1 KiB
Raw Permalink Blame History

the gospel was preached also to the dead

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଯେଉଁମାନେ ମୃତ ହୋଇସାରିଥିଲେ ସେହି ଲୋକମାନଙ୍କ ମଧ୍ୟରେ ସୁଦ୍ଧା ସୁସମାଚାର ପ୍ରଚାରିତ ହୋଇଥିଲା” କିମ୍ବା ) “ଯେଉଁ ଲୋକମାନେ ଜୀବିତ ଥିଲେ, କିନ୍ତୁ ବର୍ତ୍ତମାନ ମୃତ ହୋଇଛନ୍ତି ସେହି ଲୋକମାନଙ୍କ ମଧ୍ୟରେ ସୁଦ୍ଧା ସୁସମାଚାର ପ୍ରଚାରିତ ହୋଇଥିଲା”

the gospel was preached

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଖ୍ରୀଷ୍ଟ ପ୍ରଚାର କଲେ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ସୁସମାଚାର ପ୍ରଚାର କଲେ” କିମ୍ବା ) ମନୁଷ୍ୟମାନେ ପ୍ରଚାର କଲେ I ବିକଳ୍ପ ଅନୁବାଦ: “ମନୁଷ୍ୟମାନେ ସୁସମାଚାର ପ୍ରଚାର କଲେ” (ଦେଖ: rc://*/ta/man/translate/figs-activepassive)

they have been judged in the flesh as humans

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଈଶ୍ବର ସେମାନଙ୍କୁ ପୃଥିବୀରେ ଏହି ଜୀବନ କାଳରେ ବିଚାର କଲେ I ବିକଳ୍ପ ଅନୁବାଦ: “ଈଶ୍ବର ସେମାନଙ୍କୁ ମନୁଷ୍ୟ ଭାବରେ ଥିବା ସେମାନଙ୍କ ଶରୀରରେ ବିଚାର କଲେ” କିମ୍ବା ) ମନୁଷ୍ୟମାନେ ମନୁଷ୍ୟମାନଙ୍କ ମାନଦଣ୍ଡରେ ସେମାନଙ୍କୁ ବିଚାର କଲେ I ବିକଳ୍ପ ଅନୁବାଦ; “ମନୁଷ୍ୟମାନେ ସେମାନଙ୍କୁ ମନୁଷ୍ୟ ଭାବରେ ଥିବା ସେମାନଙ୍କ ଶରୀରରେ ବିଚାର କଲେ” (ଦେଖ: rc://*/ta/man/translate/figs-activepassive)

judged in the flesh as humans

ଶେଷ ବିଚାରର ପରିଣାମ ସ୍ବରୂପ ମୃତ୍ୟୁ ବିଷୟରେ ଏହା ସମ୍ବନ୍ଧ-ପଦ ଅଟେ I (ଦେଖ: rc://*/ta/man/translate/figs-euphemism)

live in the spirit the way God does

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଈଶ୍ବରଙ୍କ ସଦୃଶ ଆତ୍ମିକ ଭାବରେ ଜୀବନ ଯାପନ କର, କାରଣ ପବିତ୍ର ଆତ୍ମା ସେ ପ୍ରକାର କରିବାକୁ ସେମାନଙ୍କୁ ସକ୍ଷମ କରିବେ” କିମ୍ବା ) “ପବିତ୍ର ଆତ୍ମାଙ୍କ ଶକ୍ତିରେ ଈଶ୍ବରଙ୍କ ମାନଦଣ୍ଡ ଅନୁସାରେ ଜୀବନ ଯାପନ କର”