or_tn/1pe/03/15.md

1.0 KiB

Instead, set apart

ଉଦ୍ବିଗ୍ନ ହେବା ପରିବର୍ତ୍ତେ ପ୍ରଭୁଙ୍କୁ ମାନ୍ୟ କର

set apart the Lord Christ in your hearts as holy

“ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ...ପବିତ୍ରରୂପେ ମାନ୍ୟ କର” ହେଉଛି ଖ୍ରୀଷ୍ଟଙ୍କର ପବିତ୍ରତାକୁ ସ୍ବୀକାର କରିବାର ଗୋଟିଏ ରୂପକ I ଏଠାରେ “ହୃଦୟ” ଶବ୍ଦଟି “ଆନ୍ତରିକ ପୁରୁଷ” ନିମନ୍ତେ ଗୋଟିଏ ରୂପକ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ପ୍ରଭୁ ପବିତ୍ର ବୋଲି ଆପଣା ମଧ୍ୟରେ ସ୍ବୀକାର କର” କିମ୍ବା “ଖ୍ରୀଷ୍ଟ ପ୍ରଭୁ ପବିତ୍ର ବୋଲି ଆପଣା ମଧ୍ୟରେ ସମ୍ଭ୍ରମ କର” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-metonymy]])