# Instead, set apart ଉଦ୍ବିଗ୍ନ ହେବା ପରିବର୍ତ୍ତେ ପ୍ରଭୁଙ୍କୁ ମାନ୍ୟ କର # set apart the Lord Christ in your hearts as holy “ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ...ପବିତ୍ରରୂପେ ମାନ୍ୟ କର” ହେଉଛି ଖ୍ରୀଷ୍ଟଙ୍କର ପବିତ୍ରତାକୁ ସ୍ବୀକାର କରିବାର ଗୋଟିଏ ରୂପକ I ଏଠାରେ “ହୃଦୟ” ଶବ୍ଦଟି “ଆନ୍ତରିକ ପୁରୁଷ” ନିମନ୍ତେ ଗୋଟିଏ ରୂପକ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ପ୍ରଭୁ ପବିତ୍ର ବୋଲି ଆପଣା ମଧ୍ୟରେ ସ୍ବୀକାର କର” କିମ୍ବା “ଖ୍ରୀଷ୍ଟ ପ୍ରଭୁ ପବିତ୍ର ବୋଲି ଆପଣା ମଧ୍ୟରେ ସମ୍ଭ୍ରମ କର” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-metonymy]])