or_tn/1pe/02/25.md

8 lines
1014 B
Markdown

# you had been wandering away like lost sheep
ଖ୍ରୀଷ୍ଟଙ୍କୁ ବିଶ୍ବାସ କରିବା ପୂର୍ବରୁ ଆପଣା ପାଠକମାନଙ୍କ ଅବସ୍ଥା ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେମାନେ ହଜା ମେଷ ତୁଲ୍ୟ ବିପଥଗାମୀ ହୋଇ ଭ୍ରମଣ କରୁଥିଲେ I (ଦେଖ: [[rc://*/ta/man/translate/figs-simile]])
# the shepherd and guardian of your souls
ପିତର ଯୀଶୁଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେ ଜଣେ ମେଷପାଳକ I ଯେପରି ଜଣେ ମେଷପାଳକ ଆପଣା ମେଷମାନଙ୍କୁ ସୁରକ୍ଷା କରେ, ସେପରି ଯୀଶୁ ତାହାଙ୍କଠାରେ ଭରସା କରୁଥିବା ଲୋକମାନଙ୍କୁ ସୁରକ୍ଷା କରନ୍ତି I (ଦେଖ: [[rc://*/ta/man/translate/figs-metaphor]])