or_tn/1pe/02/25.md

1014 B

you had been wandering away like lost sheep

ଖ୍ରୀଷ୍ଟଙ୍କୁ ବିଶ୍ବାସ କରିବା ପୂର୍ବରୁ ଆପଣା ପାଠକମାନଙ୍କ ଅବସ୍ଥା ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେମାନେ ହଜା ମେଷ ତୁଲ୍ୟ ବିପଥଗାମୀ ହୋଇ ଭ୍ରମଣ କରୁଥିଲେ I (ଦେଖ: rc://*/ta/man/translate/figs-simile)

the shepherd and guardian of your souls

ପିତର ଯୀଶୁଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେ ଜଣେ ମେଷପାଳକ I ଯେପରି ଜଣେ ମେଷପାଳକ ଆପଣା ମେଷମାନଙ୍କୁ ସୁରକ୍ଷା କରେ, ସେପରି ଯୀଶୁ ତାହାଙ୍କଠାରେ ଭରସା କରୁଥିବା ଲୋକମାନଙ୍କୁ ସୁରକ୍ଷା କରନ୍ତି I (ଦେଖ: rc://*/ta/man/translate/figs-metaphor)