or_tn/1pe/02/20.md

1.3 KiB

For how much credit is there ... while being punished?

କୌଣସି ମନ୍ଦ କାର୍ଯ୍ୟକରି ଦୁଃଖଭୋଗ କରିବା ବିଷୟରେ କୌଣସି ପ୍ରଶଂସାର ବିଷୟ ନାହିଁ ବୋଲି ଗୁରୁତ୍ବ ଦେବାକୁ ପିତର ଏହି ପ୍ରଶ୍ନ ପଚାରୁଛନ୍ତି I ବିକଳ୍ପ ଅନୁବାଦ: “ସେହିପରି ଦୁଃଖଭୋଗ କରିବାରେ ... କୌଣସି ସୁଖ୍ୟାତି ନାହିଁ I” (ଦେଖ: rc://*/ta/man/translate/figs-rquestion)

while being punished

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ କେହି ତୁମ୍ଭମାନଙ୍କୁ ଦଣ୍ଡ ଦିଅନ୍ତି” (ଦେଖ: rc://*/ta/man/translate/figs-activepassive)

you suffer while being punished

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କେହି ତୁମ୍ଭମାନଙ୍କୁ ଦଣ୍ଡ ଦେଲେ, ତୁମ୍ଭେମାନେ ଦୁଃଖସହ୍ୟ କରିଥାଅ” (ଦେଖ: rc://*/ta/man/translate/figs-activepassive)