12 lines
1.3 KiB
Markdown
12 lines
1.3 KiB
Markdown
|
# For how much credit is there ... while being punished?
|
||
|
|
||
|
କୌଣସି ମନ୍ଦ କାର୍ଯ୍ୟକରି ଦୁଃଖଭୋଗ କରିବା ବିଷୟରେ କୌଣସି ପ୍ରଶଂସାର ବିଷୟ ନାହିଁ ବୋଲି ଗୁରୁତ୍ବ ଦେବାକୁ ପିତର ଏହି ପ୍ରଶ୍ନ ପଚାରୁଛନ୍ତି I ବିକଳ୍ପ ଅନୁବାଦ: “ସେହିପରି ଦୁଃଖଭୋଗ କରିବାରେ ... କୌଣସି ସୁଖ୍ୟାତି ନାହିଁ I” (ଦେଖ: [[rc://*/ta/man/translate/figs-rquestion]])
|
||
|
|
||
|
# while being punished
|
||
|
|
||
|
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ କେହି ତୁମ୍ଭମାନଙ୍କୁ ଦଣ୍ଡ ଦିଅନ୍ତି” (ଦେଖ: [[rc://*/ta/man/translate/figs-activepassive]])
|
||
|
|
||
|
# you suffer while being punished
|
||
|
|
||
|
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କେହି ତୁମ୍ଭମାନଙ୍କୁ ଦଣ୍ଡ ଦେଲେ, ତୁମ୍ଭେମାନେ ଦୁଃଖସହ୍ୟ କରିଥାଅ” (ଦେଖ: [[rc://*/ta/man/translate/figs-activepassive]])
|