or_tn/1pe/02/16.md

519 B

as a covering for wickedness

ପିତର ସେମାନଙ୍କ ବିଷୟରେ କହୁଛନ୍ତି ଯେ ସ୍ବାଧୀନ ଲୋକ ଭାବରେ ପାପମୟ ବ୍ୟବହାରକୁ ଲୁଚାଇବା ପାଇଁ ସେମାନେ କୌଣସି ବିଷୟ କରିବା ଉଚିତ ନୁହେଁ I ବିକଳ୍ପ ଅନୁବାଦ: “ଦୁଷ୍ଟ କାର୍ଯ୍ୟର ଆବରଣ ସ୍ବରୂପେ” (ଦେଖ: rc://*/ta/man/translate/figs-metaphor)