# as a covering for wickedness ପିତର ସେମାନଙ୍କ ବିଷୟରେ କହୁଛନ୍ତି ଯେ ସ୍ବାଧୀନ ଲୋକ ଭାବରେ ପାପମୟ ବ୍ୟବହାରକୁ ଲୁଚାଇବା ପାଇଁ ସେମାନେ କୌଣସି ବିଷୟ କରିବା ଉଚିତ ନୁହେଁ I ବିକଳ୍ପ ଅନୁବାଦ: “ଦୁଷ୍ଟ କାର୍ଯ୍ୟର ଆବରଣ ସ୍ବରୂପେ” (ଦେଖ: [[rc://*/ta/man/translate/figs-metaphor]])