or_tn/1pe/02/09.md

24 lines
2.1 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# General Information:
୧୦ ପଦରେ ପିତର ଭାବବାଦୀ ହୋଶେୟଙ୍କ ଗୋଟିଏ ପଦକୁ ଉଦ୍ଧୃତ କରୁଛନ୍ତି I କେତେକ ଆଧୁନିକ ସଂସ୍କରଣ ଏହାକୁ ଉଦ୍ଧୃତି ଭାବରେ ନିଅନ୍ତି ନାହିଁ, ଆଉ ତାହା ମଧ୍ୟ ଗ୍ରହଣଯୋଗ୍ୟ I
# a chosen people
ତୁମେ ସ୍ପଷ୍ଟ କରିପାରିବ ଯେ ଈଶ୍ବର ହିଁ ସେମାନଙ୍କୁ ମନୋନୀତ କରିଅଛନ୍ତି I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ଏକ ମନୋନୀତ ବଂଶ” (ଦେଖ: [[rc://*/ta/man/translate/figs-activepassive]])
# a royal priesthood
ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଏକ ରାଜାମାନଙ୍କ ଦଳ ଓ ଏକ ଯାଜକମାନଙ୍କ ଗୋଷ୍ଠୀ” କିମ୍ବା ) “ରାଜାଙ୍କ ସେବା କରୁଥିବା ଯାଜକବର୍ଗ”
# a people for God's possession
ଈଶ୍ବରଙ୍କ ନିଜସ୍ବ ପ୍ରଜା
# who called you out
ଯେ ତୁମ୍ଭମାନଙ୍କୁ ଆହ୍ବାନ କରିଛନ୍ତି
# from darkness into his marvelous light
ଏଠାରେ “ଅନ୍ଧକାର” ପାପପୂର୍ଣ୍ଣ ଲୋକଭାବରେ ଈଶ୍ବରଙ୍କୁ ଜାଣି ନ ଥିବା ଲୋକମାନଙ୍କ ଅବସ୍ଥାକୁ ବୁଝାଏ ଓ “ଆଲୋକ” ଈଶ୍ବରଙ୍କୁ ଜାଣିଥିବା ଓ ଧାର୍ମିକ ଆଚରଣ କରୁଥିବା ଲୋକଭାବରେ ସେମାନଙ୍କ ଅବସ୍ଥାକୁ ବୁଝାଏ I ବିକଳ୍ପ ଅନୁବାଦ: “ଏକ ପାପ ଓ ଈଶ୍ବର ବିଷୟକ ଅଜ୍ଞତାର ଜୀବନଠାରୁ ଈଶ୍ବରଙ୍କୁ ଜାଣିବା ଓ ତାହାଙ୍କ ସନ୍ତୋଷଜନକ ଜୀବନ ଯାପନ କରିବାକୁ” (ଦେଖ: [[rc://*/ta/man/translate/figs-metaphor]])