or_tn/1pe/02/09.md

2.1 KiB
Raw Permalink Blame History

General Information:

୧୦ ପଦରେ ପିତର ଭାବବାଦୀ ହୋଶେୟଙ୍କ ଗୋଟିଏ ପଦକୁ ଉଦ୍ଧୃତ କରୁଛନ୍ତି I କେତେକ ଆଧୁନିକ ସଂସ୍କରଣ ଏହାକୁ ଉଦ୍ଧୃତି ଭାବରେ ନିଅନ୍ତି ନାହିଁ, ଆଉ ତାହା ମଧ୍ୟ ଗ୍ରହଣଯୋଗ୍ୟ I

a chosen people

ତୁମେ ସ୍ପଷ୍ଟ କରିପାରିବ ଯେ ଈଶ୍ବର ହିଁ ସେମାନଙ୍କୁ ମନୋନୀତ କରିଅଛନ୍ତି I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ଏକ ମନୋନୀତ ବଂଶ” (ଦେଖ: rc://*/ta/man/translate/figs-activepassive)

a royal priesthood

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଏକ ରାଜାମାନଙ୍କ ଦଳ ଓ ଏକ ଯାଜକମାନଙ୍କ ଗୋଷ୍ଠୀ” କିମ୍ବା ) “ରାଜାଙ୍କ ସେବା କରୁଥିବା ଯାଜକବର୍ଗ”

a people for God's possession

ଈଶ୍ବରଙ୍କ ନିଜସ୍ବ ପ୍ରଜା

who called you out

ଯେ ତୁମ୍ଭମାନଙ୍କୁ ଆହ୍ବାନ କରିଛନ୍ତି

from darkness into his marvelous light

ଏଠାରେ “ଅନ୍ଧକାର” ପାପପୂର୍ଣ୍ଣ ଲୋକଭାବରେ ଈଶ୍ବରଙ୍କୁ ଜାଣି ନ ଥିବା ଲୋକମାନଙ୍କ ଅବସ୍ଥାକୁ ବୁଝାଏ ଓ “ଆଲୋକ” ଈଶ୍ବରଙ୍କୁ ଜାଣିଥିବା ଓ ଧାର୍ମିକ ଆଚରଣ କରୁଥିବା ଲୋକଭାବରେ ସେମାନଙ୍କ ଅବସ୍ଥାକୁ ବୁଝାଏ I ବିକଳ୍ପ ଅନୁବାଦ: “ଏକ ପାପ ଓ ଈଶ୍ବର ବିଷୟକ ଅଜ୍ଞତାର ଜୀବନଠାରୁ ଈଶ୍ବରଙ୍କୁ ଜାଣିବା ଓ ତାହାଙ୍କ ସନ୍ତୋଷଜନକ ଜୀବନ ଯାପନ କରିବାକୁ” (ଦେଖ: rc://*/ta/man/translate/figs-metaphor)