or_tn/1pe/02/05.md

1.4 KiB

You also are ... being built up to be a spiritual house

ପୁରାତନ ନିୟମରେ ମନ୍ଦିର ନିର୍ମାଣ କରିବାକୁ ଲୋକମାନେ ଯେପରି ପ୍ରସ୍ତର ବ୍ୟବହାର କରୁଥିଲେ, ବିଶ୍ବାସୀମାନେ ହେଉଛନ୍ତି ସେହି ବସ୍ତୁ, ଯାହାକୁ ଈଶ୍ବର ଗୋଟିଏ ଗୃହ ନିର୍ମାଣ କରିବା ପାଇଁ ବ୍ୟବହାର କରୁଛନ୍ତି I (ଦେଖ: rc://*/ta/man/translate/figs-metaphor)

You also are like living stones

ପିତର ଆପଣା ପାଠକମାନଙ୍କୁ ଜୀବନ୍ତ ପ୍ରସ୍ତର ସହିତ ତୁଳନା କରୁଛନ୍ତି I (ଦେଖ: rc://*/ta/man/translate/figs-simile)

that are being built up to be a spiritual house

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଗୋଟିଏ ଆତ୍ମିକ ଗୃହ ନିର୍ମାଣ କରୁଛନ୍ତି” (ଦେଖ: rc://*/ta/man/translate/figs-activepassive)

a holy priesthood that offers the spiritual sacrifices

ଏଠାରେ ଯାଜକ ପଦ, କର୍ତ୍ତବ୍ୟ ସମ୍ପାଦନ କରୁଥିବା ଯାଜକମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-metonymy)