# You also are ... being built up to be a spiritual house ପୁରାତନ ନିୟମରେ ମନ୍ଦିର ନିର୍ମାଣ କରିବାକୁ ଲୋକମାନେ ଯେପରି ପ୍ରସ୍ତର ବ୍ୟବହାର କରୁଥିଲେ, ବିଶ୍ବାସୀମାନେ ହେଉଛନ୍ତି ସେହି ବସ୍ତୁ, ଯାହାକୁ ଈଶ୍ବର ଗୋଟିଏ ଗୃହ ନିର୍ମାଣ କରିବା ପାଇଁ ବ୍ୟବହାର କରୁଛନ୍ତି I (ଦେଖ: [[rc://*/ta/man/translate/figs-metaphor]]) # You also are like living stones ପିତର ଆପଣା ପାଠକମାନଙ୍କୁ ଜୀବନ୍ତ ପ୍ରସ୍ତର ସହିତ ତୁଳନା କରୁଛନ୍ତି I (ଦେଖ: [[rc://*/ta/man/translate/figs-simile]]) # that are being built up to be a spiritual house ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଗୋଟିଏ ଆତ୍ମିକ ଗୃହ ନିର୍ମାଣ କରୁଛନ୍ତି” (ଦେଖ: [[rc://*/ta/man/translate/figs-activepassive]]) # a holy priesthood that offers the spiritual sacrifices ଏଠାରେ ଯାଜକ ପଦ, କର୍ତ୍ତବ୍ୟ ସମ୍ପାଦନ କରୁଥିବା ଯାଜକମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-metonymy]])