or_tn/1pe/02/02.md

3.0 KiB

As newborn infants, long for pure spiritual milk

ପିତର ଆପଣା ପାଠକମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ଶିଶୁ ଅଟନ୍ତି I ଶିଶୁମାନେ ଅତି ପରିଷ୍କାର ଖାଦ୍ୟ ଆବଶ୍ୟକ କରନ୍ତି, ଯେପରି ସେମାନେ ତାହା ସହଜରେ ହଜମ କରିପାରିବେ I ସେହିପ୍ରକାରେ, ବିଶ୍ବାସୀମାନଙ୍କୁ ଈଶ୍ବରଙ୍କ ବାକ୍ୟରୁ ଖାଣ୍ଟି ଶିକ୍ଷା ଆବଶ୍ୟକ I ବିକଳ୍ପ ଅନୁବାଦ; “ଯେପରି ଶିଶୁମାନେ ମାତାର ଦୁଗ୍ଧ ପାନ କରିବାକୁ ଇଚ୍ଛା କରନ୍ତି, ସେପରି ତୁମ୍ଭେମାନେ ଅମିଶ୍ରିତ ଆତ୍ମିକ ଦୁଗ୍ଧ ପାନ କରିବାକୁ ଇଚ୍ଛା କର” (ଦେଖ: rc://*/ta/man/translate/figs-metaphor)

long for

ପ୍ରବଳ ଭାବରେ ଇଚ୍ଛା କର କିମ୍ବା “ଲାଳାୟିତ ହୁଅ”

pure spiritual milk

ପିତର ଈଶ୍ବରଙ୍କ ବାକ୍ୟ ବିଷୟରେ କହନ୍ତି ଯେ ସତେ ଯେପରି ଏହା ପିଲାମାନଙ୍କ ପୁଷ୍ଟିସାଧନ କରୁଥିବା ଆତ୍ମିକ ଦୁଗ୍ଧ ଅଟେ I (ଦେଖ: rc://*/ta/man/translate/figs-metaphor)

you may grow in salvation

ଏଠାରେ “ପରିତ୍ରାଣ” ଶବ୍ଦଟି ଯୀଶୁଙ୍କ ପୁନରାଗମନ ସମୟରେ ଈଶ୍ବର ଆପଣା ଲୋକମାନଙ୍କ ନିମନ୍ତେ ଆଣୁଥିବା ପରିତ୍ରାଣର ସମୟକୁ ବୁଝାଏ I (ଦେଖ ୧ ପିତର ୧:୫)I ପରିତ୍ରାଣ ସହିତ ମେଳ ଖାଉଥିବା କାର୍ଯ୍ୟରେ ସେମାନଙ୍କୁ ବୃଦ୍ଧି ପାଇବାକୁ ହେବ I ତୁମେ ଏହାକୁ ଗୋଟିଏ କ୍ରିୟା ବାକ୍ୟାଂଶ ଭାବରେ ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣଭାବରେ ପରିତ୍ରାଣ କରିବା ପର୍ଯ୍ୟନ୍ତ ତୁମ୍ଭେମାନେ ଆତ୍ମିକ ଭାବରେ ବୃଦ୍ଧି ପାଇପାରିବ” (ଦେଖ: [[rc:///ta/man/translate/figs-abstractnouns]] ଓ [[rc:///ta/man/translate/figs-explicit]])

grow

ବିଶ୍ବାସୀମାନେ ଈଶ୍ବରଙ୍କ ଜ୍ଞାନ ଓ ତାହାଙ୍କ ପ୍ରତି ବିଶ୍ବସ୍ତତାରେ ବୃଦ୍ଧିପାଇବା ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେମାନେ ପିଲାମାନଙ୍କ ସଦୃଶ ବୃଦ୍ଧି ପାଉଛନ୍ତି I (ଦେଖ: rc://*/ta/man/translate/figs-metaphor)