or_tn/1pe/01/05.md

1.4 KiB

You are protected by God's power

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କୁ ସୁରକ୍ଷା କରୁଛନ୍ତି” (ଦେଖ: rc://*/ta/man/translate/figs-activepassive)

by God's power

ଏଠାରେ “ଶକ୍ତି” ବୋଲି କହିବାର ଅର୍ଥ ହେଉଛି ଯେ ଈଶ୍ବର ଶକ୍ତିମାନ୍ ଓ ବିଶ୍ବାସୀମାନଙ୍କୁ ସୁରକ୍ଷା କରିବାକୁ ସକ୍ଷମ ଅଟନ୍ତି I (ଦେଖ: rc://*/ta/man/translate/figs-abstractnouns)

through faith

ଏଠାରେ “ବିଶ୍ବାସ” ବିଶ୍ବାସୀମାନେ ଖ୍ରୀଷ୍ଟଙ୍କଠାରେ ଭରସା କରୁଥିବାର ସତ୍ୟତାକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ବିଶ୍ବାସ ସକାଶୁ” (ଦେଖ: rc://*/ta/man/translate/figs-abstractnouns)

that is ready to be revealed

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ପ୍ରକାଶ କରିବାକୁ ପ୍ରସ୍ତୁତ” (ଦେଖ: rc://*/ta/man/translate/figs-activepassive)