# You are protected by God's power ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କୁ ସୁରକ୍ଷା କରୁଛନ୍ତି” (ଦେଖ: [[rc://*/ta/man/translate/figs-activepassive]]) # by God's power ଏଠାରେ “ଶକ୍ତି” ବୋଲି କହିବାର ଅର୍ଥ ହେଉଛି ଯେ ଈଶ୍ବର ଶକ୍ତିମାନ୍ ଓ ବିଶ୍ବାସୀମାନଙ୍କୁ ସୁରକ୍ଷା କରିବାକୁ ସକ୍ଷମ ଅଟନ୍ତି I (ଦେଖ: [[rc://*/ta/man/translate/figs-abstractnouns]]) # through faith ଏଠାରେ “ବିଶ୍ବାସ” ବିଶ୍ବାସୀମାନେ ଖ୍ରୀଷ୍ଟଙ୍କଠାରେ ଭରସା କରୁଥିବାର ସତ୍ୟତାକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ବିଶ୍ବାସ ସକାଶୁ” (ଦେଖ: [[rc://*/ta/man/translate/figs-abstractnouns]]) # that is ready to be revealed ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ପ୍ରକାଶ କରିବାକୁ ପ୍ରସ୍ତୁତ” (ଦେଖ: [[rc://*/ta/man/translate/figs-activepassive]])