or_tn/1pe/01/19.md

1.1 KiB

the precious blood of Christ

ଏଠାରେ “ରକ୍ତ” କ୍ରୁଶ ଉପରେ ଖ୍ରୀଷ୍ଟଙ୍କର ମୃତ୍ୟୁକୁ ବୁଝାଏ I (ଦେଖ: rc://*/ta/man/translate/figs-metonymy)

like a lamb without blemish or spot

ଯୀଶୁ ଗୋଟିଏ ବଳିଦାନ ଭାବରେ ମୃତ୍ୟୁଭୋଗ କଲେ, ଯେପରି ଈଶ୍ବର ଲୋକମାନଙ୍କ ପାପ କ୍ଷମା କରିବେ I ବିକଳ୍ପ ଅନୁବାଦ: “ଯିହୂଦୀ ଯାଜକମାନେ ବଳିଦାନ କରୁଥିବା ନିଖୁନ୍ତ ଓ ନିଷ୍କଳଙ୍କ ମେଷଶାବକ ସଦୃଶ” (ଦେଖ: rc://*/ta/man/translate/figs-simile)

without blemish or spot

ଖ୍ରୀଷ୍ଟଙ୍କର ପବିତ୍ରତାକୁ ଗୁରୁତ୍ବ ଦେବାପାଇଁ ପିତର ଏକା ଚିନ୍ତାଧାରାକୁ ଦୁଇ ପ୍ରକାରେ ପ୍ରକାଶ କରୁଛନ୍ତି I ବିକଳ୍ପ ଅନୁବାଦ: “କୌଣସି କଳଙ୍କ ନ ଥାଇ” (ଦେଖ: rc://*/ta/man/translate/figs-doublet)