# the precious blood of Christ ଏଠାରେ “ରକ୍ତ” କ୍ରୁଶ ଉପରେ ଖ୍ରୀଷ୍ଟଙ୍କର ମୃତ୍ୟୁକୁ ବୁଝାଏ I (ଦେଖ: [[rc://*/ta/man/translate/figs-metonymy]]) # like a lamb without blemish or spot ଯୀଶୁ ଗୋଟିଏ ବଳିଦାନ ଭାବରେ ମୃତ୍ୟୁଭୋଗ କଲେ, ଯେପରି ଈଶ୍ବର ଲୋକମାନଙ୍କ ପାପ କ୍ଷମା କରିବେ I ବିକଳ୍ପ ଅନୁବାଦ: “ଯିହୂଦୀ ଯାଜକମାନେ ବଳିଦାନ କରୁଥିବା ନିଖୁନ୍ତ ଓ ନିଷ୍କଳଙ୍କ ମେଷଶାବକ ସଦୃଶ” (ଦେଖ: [[rc://*/ta/man/translate/figs-simile]]) # without blemish or spot ଖ୍ରୀଷ୍ଟଙ୍କର ପବିତ୍ରତାକୁ ଗୁରୁତ୍ବ ଦେବାପାଇଁ ପିତର ଏକା ଚିନ୍ତାଧାରାକୁ ଦୁଇ ପ୍ରକାରେ ପ୍ରକାଶ କରୁଛନ୍ତି I ବିକଳ୍ପ ଅନୁବାଦ: “କୌଣସି କଳଙ୍କ ନ ଥାଇ” (ଦେଖ: [[rc://*/ta/man/translate/figs-doublet]])