or_tn/1pe/01/17.md

587 B

go through the time of your journey

ପିତର ଆପଣା ପାଠକମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ସେମାନଙ୍କ ଗୃହରୁ ବହୁ ଦୂରରେ ଗୋଟିଏ ବିଦେଶରେ ବାସ କରୁଛନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପ୍ରକୃତ ଗୃହରୁ ଦୂରରେ ବାସ କରୁଥିବା ସମୟର ସଦୁପଯୋଗ କର” (ଦେଖ: rc://*/ta/man/translate/figs-metaphor)