# go through the time of your journey ପିତର ଆପଣା ପାଠକମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ସେମାନଙ୍କ ଗୃହରୁ ବହୁ ଦୂରରେ ଗୋଟିଏ ବିଦେଶରେ ବାସ କରୁଛନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପ୍ରକୃତ ଗୃହରୁ ଦୂରରେ ବାସ କରୁଥିବା ସମୟର ସଦୁପଯୋଗ କର” (ଦେଖ: [[rc://*/ta/man/translate/figs-metaphor]])