or_tn/1pe/01/02.md

16 lines
2.6 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# according to the foreknowledge of God the Father
ଆପଣା ପୂର୍ବ ଜ୍ଞାନାନୁସାରେ
# the foreknowledge of God the Father
ଗୁଣବାଚକ ବିଶେଷ୍ୟ “ପୂର୍ବ ଜ୍ଞାନ”କୁ ଗୋଟିଏ କ୍ରିୟା ବାକ୍ୟାଂଶ କରି ଅନୁବାଦ କରାଯାଇପାରିବ I ସମ୍ଭାବିତ ଅର୍ଥଗୁଡିକ ହେଲା ୧) କଅଣ ଘଟିବ ତାହା ଈଶ୍ବର ସମୟର ପୂର୍ବରୁ ନିରୂପଣ କରିଥିଲେ I ବିକଳ୍ପ ଅନୁବାଦ: “ଯାହା ପିତା ଈଶ୍ବର ପୂର୍ବରୁ ନିର୍ଣ୍ଣୟ କରିଥିଲେ” କିମ୍ବା ) “କଅଣ ଘଟିବ, ତାହା ଈଶ୍ବର ସମୟ ପୂର୍ବରୁ ଜାଣିଥିଲେ I ବିକଳ୍ପ ଅନୁବାଦ: “ଯାହା ଆଗରୁ ପିତା ଈଶ୍ବର ଜାଣିଥିଲେ” (ଦେଖ: [[rc://*/ta/man/translate/figs-abstractnouns]])
# for the sprinkling of the blood of Jesus Christ
ଏଠାରେ “ରକ୍ତ” ଯୀଶୁଙ୍କର ମୃତ୍ୟୁକୁ ବୁଝାଏ I ଯେପରି ମୋଶା ଈଶ୍ବରଙ୍କ ସହିତ ସେମାନଙ୍କ ନିୟମର ନିଦର୍ଶନ ସ୍ବରୂପେ ଲୋକମାନଙ୍କ ଉପରେ ରକ୍ତ ସିଞ୍ଚନ କରିଥିଲେ, ଯୀଶୁଙ୍କ ମୃତ୍ୟୁ ସକାଶୁ ବିଶ୍ବାସୀମାନେ ଈଶ୍ବରଙ୍କ ସହ ନିୟମରେ ଅଛନ୍ତି I (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-metaphor]])
# May grace be to you, and may your peace increase
ଏହି ଅନୁଚ୍ଛେଦ ଅନୁଗ୍ରହ ବିଷୟରେ କହେ ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହା ବିଶ୍ବାସୀମାନ ଅଧିକାର କରିପାରିବେ ଓ ଶାନ୍ତି ବିଷୟରେ କହେ ଯେ ସତେ ଯେପରି ଏହା ପରିମାଣରେ ବୃଦ୍ଧି ପାଇବ I ଅବଶ୍ୟ, ଅନୁଗ୍ରହ ହେଉଛି ବାସ୍ତବରେ ଦୟାର ପଥ, ଯଦ୍ଦ୍ବାରା ଈଶ୍ବର ବିଶ୍ବାସୀମାନଙ୍କ ପ୍ରତି କାର୍ଯ୍ୟ କରନ୍ତି ଓ ଶାନ୍ତି ଦ୍ବାରା ବିଶ୍ବାସୀମାନେ ନିରାପଦ ଓ ଆନନ୍ଦରେ ବାସ କରିବେ I (ଦେଖ: [[rc://*/ta/man/translate/figs-abstractnouns]])