# according to the foreknowledge of God the Father ଆପଣା ପୂର୍ବ ଜ୍ଞାନାନୁସାରେ # the foreknowledge of God the Father ଗୁଣବାଚକ ବିଶେଷ୍ୟ “ପୂର୍ବ ଜ୍ଞାନ”କୁ ଗୋଟିଏ କ୍ରିୟା ବାକ୍ୟାଂଶ କରି ଅନୁବାଦ କରାଯାଇପାରିବ I ସମ୍ଭାବିତ ଅର୍ଥଗୁଡିକ ହେଲା ୧) କଅଣ ଘଟିବ ତାହା ଈଶ୍ବର ସମୟର ପୂର୍ବରୁ ନିରୂପଣ କରିଥିଲେ I ବିକଳ୍ପ ଅନୁବାଦ: “ଯାହା ପିତା ଈଶ୍ବର ପୂର୍ବରୁ ନିର୍ଣ୍ଣୟ କରିଥିଲେ” କିମ୍ବା ୨) “କଅଣ ଘଟିବ, ତାହା ଈଶ୍ବର ସମୟ ପୂର୍ବରୁ ଜାଣିଥିଲେ I ବିକଳ୍ପ ଅନୁବାଦ: “ଯାହା ଆଗରୁ ପିତା ଈଶ୍ବର ଜାଣିଥିଲେ” (ଦେଖ: [[rc://*/ta/man/translate/figs-abstractnouns]]) # for the sprinkling of the blood of Jesus Christ ଏଠାରେ “ରକ୍ତ” ଯୀଶୁଙ୍କର ମୃତ୍ୟୁକୁ ବୁଝାଏ I ଯେପରି ମୋଶା ଈଶ୍ବରଙ୍କ ସହିତ ସେମାନଙ୍କ ନିୟମର ନିଦର୍ଶନ ସ୍ବରୂପେ ଲୋକମାନଙ୍କ ଉପରେ ରକ୍ତ ସିଞ୍ଚନ କରିଥିଲେ, ଯୀଶୁଙ୍କ ମୃତ୍ୟୁ ସକାଶୁ ବିଶ୍ବାସୀମାନେ ଈଶ୍ବରଙ୍କ ସହ ନିୟମରେ ଅଛନ୍ତି I (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-metaphor]]) # May grace be to you, and may your peace increase ଏହି ଅନୁଚ୍ଛେଦ ଅନୁଗ୍ରହ ବିଷୟରେ କହେ ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହା ବିଶ୍ବାସୀମାନ ଅଧିକାର କରିପାରିବେ ଓ ଶାନ୍ତି ବିଷୟରେ କହେ ଯେ ସତେ ଯେପରି ଏହା ପରିମାଣରେ ବୃଦ୍ଧି ପାଇବ I ଅବଶ୍ୟ, ଅନୁଗ୍ରହ ହେଉଛି ବାସ୍ତବରେ ଦୟାର ପଥ, ଯଦ୍ଦ୍ବାରା ଈଶ୍ବର ବିଶ୍ବାସୀମାନଙ୍କ ପ୍ରତି କାର୍ଯ୍ୟ କରନ୍ତି ଓ ଶାନ୍ତି ଦ୍ବାରା ବିଶ୍ବାସୀମାନେ ନିରାପଦ ଓ ଆନନ୍ଦରେ ବାସ କରିବେ I (ଦେଖ: [[rc://*/ta/man/translate/figs-abstractnouns]])