or_tn/1jn/05/18.md

8 lines
754 B
Markdown

# Connecting Statement:
ଯୋହନ ତାହାଙ୍କ ପତ୍ରକୁ ସମାପ୍ତ କରନ୍ତି, ଯାହା ବିଶ୍ବାସୀମାନଙ୍କ ନୂତନ ସ୍ବାଭାବ ବିଷୟରେ ପୁନ୍ନରାବୃତ୍ତି କରି କହିଛନ୍ତି, ଯାହା ପାପ କରିପାରିବ ନାହିଁ, ଏବଂ ସେ ସେମାନଙ୍କୁ ପ୍ରତିମା ପୂଜାଠାରୁ ଦୁରରେ ରହିବା ନିମନ୍ତେ ସ୍ଣରଣ କରାଇ ଦିଅନ୍ତି ।
# the evil one cannot harm him
ଏହି “ମନ୍ଦ ବ୍ୟକ୍ତି” ବାକ୍ୟାଂଶଟି ଶୟତାନକୁ ସୂଚିତ କରେ, ଦିଆବଳ ।