# Connecting Statement: ଯୋହନ ତାହାଙ୍କ ପତ୍ରକୁ ସମାପ୍ତ କରନ୍ତି, ଯାହା ବିଶ୍ବାସୀମାନଙ୍କ ନୂତନ ସ୍ବାଭାବ ବିଷୟରେ ପୁନ୍ନରାବୃତ୍ତି କରି କହିଛନ୍ତି, ଯାହା ପାପ କରିପାରିବ ନାହିଁ, ଏବଂ ସେ ସେମାନଙ୍କୁ ପ୍ରତିମା ପୂଜାଠାରୁ ଦୁରରେ ରହିବା ନିମନ୍ତେ ସ୍ଣରଣ କରାଇ ଦିଅନ୍ତି । # the evil one cannot harm him ଏହି “ମନ୍ଦ ବ୍ୟକ୍ତି” ବାକ୍ୟାଂଶଟି ଶୟତାନକୁ ସୂଚିତ କରେ, ଦିଆବଳ ।