or_tn/1jn/05/14.md

791 B

this is the confidence we have before him, that

ଭାବନାତ୍ମକ ବିଶେଷ “ଆତ୍ମ-ବିଶ୍ବାସ” ଶଦ୍ଦ “ଦୃଢ଼ ବିଶ୍ବାସ” ଭାବରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ଈଶ୍ବରଙ୍କ ଉପସ୍ଥିତିରେ ଦୃଢ଼ ବିଶ୍ବାସୀ ଅଟୁ କାରଣ ଆମ୍ଭେମାନେ ତାହା ଜାଣୁ” (ଦେଖ: rc://*/ta/man/translate/figs-abstractnouns)

if we ask anything according to his will

ଯଦି ଆମ୍ଭେମାନେ ସେହି ବିଷୟ ନିମନ୍ତେ ପ୍ରାର୍ଥନା କରୁ ଯାହା ଈଶ୍ବର ଇଚ୍ଛା କରନ୍ତି