# this is the confidence we have before him, that ଭାବନାତ୍ମକ ବିଶେଷ “ଆତ୍ମ-ବିଶ୍ବାସ” ଶଦ୍ଦ “ଦୃଢ଼ ବିଶ୍ବାସ” ଭାବରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ଈଶ୍ବରଙ୍କ ଉପସ୍ଥିତିରେ ଦୃଢ଼ ବିଶ୍ବାସୀ ଅଟୁ କାରଣ ଆମ୍ଭେମାନେ ତାହା ଜାଣୁ” (ଦେଖ: [[rc://*/ta/man/translate/figs-abstractnouns]]) # if we ask anything according to his will ଯଦି ଆମ୍ଭେମାନେ ସେହି ବିଷୟ ନିମନ୍ତେ ପ୍ରାର୍ଥନା କରୁ ଯାହା ଈଶ୍ବର ଇଚ୍ଛା କରନ୍ତି