4 lines
930 B
Markdown
4 lines
930 B
Markdown
# The one who has the Son has life. The one who does not have the Son of God does not have life
|
|
|
|
ପୁତ୍ରଙ୍କଠାରେ ଘନିଷ୍ଟଭାବେ ମିଳିତ ହୋଇ ରହିବା ବିଷୟରେ ଏପରି କୁହାଯାଇଛି ଯେପରି ତାହଙ୍କ ପୁତ୍ରଙ୍କୁ ଧାରଣ କରିବା । ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଈଶ୍ବରଙ୍କ ପୁତ୍ରଙ୍କଠାରେ ବିଶ୍ବାସ କରନ୍ତି ସେମାନଙ୍କଠାରେ ଅନନ୍ତ ଜୀବନ ରହିଛି । ଯେଉଁମାନେ ଈଶ୍ବରଙ୍କ ପୁତ୍ରଙ୍କଠାରେ ବିଶ୍ବାସ କରନ୍ତି ନାହିଁ ସେମାନେ ଅନନ୍ତ ଜୀବନ ପ୍ରାପ୍ତ କରିବେ ନାହିଁ” (ଦେଖ: [[rc://*/ta/man/translate/figs-metaphor]])
|