or_tn/1jn/05/12.md

930 B

The one who has the Son has life. The one who does not have the Son of God does not have life

ପୁତ୍ରଙ୍କଠାରେ ଘନିଷ୍ଟଭାବେ ମିଳିତ ହୋଇ ରହିବା ବିଷୟରେ ଏପରି କୁହାଯାଇଛି ଯେପରି ତାହଙ୍କ ପୁତ୍ରଙ୍କୁ ଧାରଣ କରିବା । ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଈଶ୍ବରଙ୍କ ପୁତ୍ରଙ୍କଠାରେ ବିଶ୍ବାସ କରନ୍ତି ସେମାନଙ୍କଠାରେ ଅନନ୍ତ ଜୀବନ ରହିଛି । ଯେଉଁମାନେ ଈଶ୍ବରଙ୍କ ପୁତ୍ରଙ୍କଠାରେ ବିଶ୍ବାସ କରନ୍ତି ନାହିଁ ସେମାନେ ଅନନ୍ତ ଜୀବନ ପ୍ରାପ୍ତ କରିବେ ନାହିଁ” (ଦେଖ: rc://*/ta/man/translate/figs-metaphor)