or_tn/1jn/05/11.md

16 lines
1.4 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# And the witness is this
ଏହା ଈଶ୍ବର କହନ୍ତି
# life
ଏହି ପତ୍ରରେ “ଜୀବନ” ଶବ୍ଦ ଏହି ଭୌତିକ ଜୀବନ ଅପେକ୍ଷା ଅଧିକ କିଛି ଦର୍ଶାଏ । ଏଠାରେ “ଜୀବନ” ଶଦ୍ଦ ଆତ୍ମିକ ଭାବରେ ଜୀବିତ ହେବା ବିଷୟକୁ ସୂଚିତ କରେ । ଦେଖ [୧ଯୋହନ :୧] (..//୦୧.md)ରେ ତୁମେ ଏହାକୁ କିପରି ଅନୁବାଦ କରିଅଛ । (ଦେଖ: [[rc://*/ta/man/translate/figs-abstractnouns]])
# this life is in his Son
ଏହି ଜୀବନ ତାହାଙ୍କ ପୁତ୍ରଙ୍କ ଦ୍ବାରା ଅଟେ କିମ୍ବା “ଆମ୍ଭେମାନେ ଅନନ୍ତକାଳ ଜୀବିତ ରହିବା ଯଦି ଆମେମାନେ ତାହାଙ୍କ ପୁତ୍ରଙ୍କ ସହିତ ଏକତ୍ର ହେବା” କିମ୍ବା “ଆମ୍ଭେମାନେ ଅନନ୍ତକାଳ ଜୀବିତ ରହିବା ଯଦି ଆମେମାନେ ତାହାଙ୍କ ପୁତ୍ରଙ୍କ ସହିତ ଏକତ୍ରିତ ହେବା”
# Son
ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ, ଈଶ୍ବରଙ୍କ ପୁତ୍ର । (ଦେଖ: [[rc://*/ta/man/translate/guidelines-sonofgodprinciples]])