or_tn/1jn/05/11.md

1.4 KiB
Raw Permalink Blame History

And the witness is this

ଏହା ଈଶ୍ବର କହନ୍ତି

life

ଏହି ପତ୍ରରେ “ଜୀବନ” ଶବ୍ଦ ଏହି ଭୌତିକ ଜୀବନ ଅପେକ୍ଷା ଅଧିକ କିଛି ଦର୍ଶାଏ । ଏଠାରେ “ଜୀବନ” ଶଦ୍ଦ ଆତ୍ମିକ ଭାବରେ ଜୀବିତ ହେବା ବିଷୟକୁ ସୂଚିତ କରେ । ଦେଖ [୧ଯୋହନ :୧] (..//୦୧.md)ରେ ତୁମେ ଏହାକୁ କିପରି ଅନୁବାଦ କରିଅଛ । (ଦେଖ: rc://*/ta/man/translate/figs-abstractnouns)

this life is in his Son

ଏହି ଜୀବନ ତାହାଙ୍କ ପୁତ୍ରଙ୍କ ଦ୍ବାରା ଅଟେ କିମ୍ବା “ଆମ୍ଭେମାନେ ଅନନ୍ତକାଳ ଜୀବିତ ରହିବା ଯଦି ଆମେମାନେ ତାହାଙ୍କ ପୁତ୍ରଙ୍କ ସହିତ ଏକତ୍ର ହେବା” କିମ୍ବା “ଆମ୍ଭେମାନେ ଅନନ୍ତକାଳ ଜୀବିତ ରହିବା ଯଦି ଆମେମାନେ ତାହାଙ୍କ ପୁତ୍ରଙ୍କ ସହିତ ଏକତ୍ରିତ ହେବା”

Son

ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ, ଈଶ୍ବରଙ୍କ ପୁତ୍ର । (ଦେଖ: rc://*/ta/man/translate/guidelines-sonofgodprinciples)