or_tn/1jn/05/10.md

12 lines
696 B
Markdown

# Anyone who believes in the Son of God has the testimony in himself
ଯେକେହି ଯୀଶୁଙ୍କ ଠାରେ ବିଶ୍ବାସ କରେ ସେ ନିଶ୍ଚିତରୁପେ ଜାଣେ ଯେ ଯୀଶୁ ଈଶ୍ବରଙ୍କ ପୁତ୍ର ଅଟନ୍ତି
# has made him out to be a liar
ଈଶ୍ବରଙ୍କୁ ଜଣେ ମିଥ୍ୟାବାଦୀ କହେ
# because he has not believed the witness that God has given concerning his Son
କାରଣ ସେ ବିଶ୍ବାସ କରେ ନାହିଁ ଯେ ଈଶ୍ବର ତାହାଙ୍କ ପୁତ୍ରଙ୍କ ବିଷୟରେ ସତ୍ୟ ବିଷୟ କହିଅଛନ୍ତି