# Anyone who believes in the Son of God has the testimony in himself ଯେକେହି ଯୀଶୁଙ୍କ ଠାରେ ବିଶ୍ବାସ କରେ ସେ ନିଶ୍ଚିତରୁପେ ଜାଣେ ଯେ ଯୀଶୁ ଈଶ୍ବରଙ୍କ ପୁତ୍ର ଅଟନ୍ତି # has made him out to be a liar ଈଶ୍ବରଙ୍କୁ ଜଣେ ମିଥ୍ୟାବାଦୀ କହେ # because he has not believed the witness that God has given concerning his Son କାରଣ ସେ ବିଶ୍ବାସ କରେ ନାହିଁ ଯେ ଈଶ୍ବର ତାହାଙ୍କ ପୁତ୍ରଙ୍କ ବିଷୟରେ ସତ୍ୟ ବିଷୟ କହିଅଛନ୍ତି