or_tn/1jn/05/04.md

16 lines
1.8 KiB
Markdown

# everyone who is born from God overcomes
ଈଶ୍ବରଙ୍କ ସମସ୍ତ ସନ୍ତାନମାନେ ବିଜୟ ହୋଇଛନ୍ତି
# overcomes the world
ଜଗତ ଉପରେ ବିଜୟ ପାଇଛନ୍ତି, “ଜଗତ ବିରୁଦ୍ଧରେ ସଫଳତା ପାଇଛନ୍ତି,” କିମ୍ବା “ଯାହା ଅବିଶ୍ବାସୀମାନେ କରନ୍ତି ସେହି ମନ୍ଦ କାର୍ଯ୍ୟ କରିବାକୁ ନାସ୍ତି କରନ୍ତି”
# the world
ଏହି ଅନୁଚ୍ଛେଦରେ ବ୍ୟବହୃତ “ଜଗତ” ଶଦ୍ଦ ସମସ୍ତ ପାପୀ ଲୋକମାନଙ୍କ ନିମନ୍ତେ ଏବଂ ଜଗତରେ ମନ୍ଦ ପ୍ରଥାକୁ ସୂଚିତ କରେ । ଅନ୍ୟ ଏକ ଅନୁବାଦରେ: “ଜଗତରେ ଥିବା ସମସ୍ତ ବିଷୟ ଈଶ୍ବରଙ୍କ ବିରୋଧି ଅଟେ” (ଦେଖ: [[rc://*/ta/man/translate/figs-metonymy]])
# And this is the victory that has overcome the world, even our faith
ଏବଂ ଏହା ସେହି ଶକ୍ତି ଯାହା ଈଶ୍ବରଙ୍କ ବିରୁଦ୍ଧରେ ପାପଠାରୁ ପ୍ରତିରୋଧ କରିବା ନିମନ୍ତେ ଆମମାନଙ୍କୁ ଶକ୍ତି ଯୋଗାଏ: ଆମ୍ଭମାନଙ୍କର ବିଶ୍ବାସ କିମ୍ବା “ଏବଂ ଏହା ଆମ୍ଭମାନଙ୍କର ବିଶ୍ବାସ ଯାହା ଈଶ୍ବରଙ୍କ ବିରୁଦ୍ଧରେ ପାପ କରିବା ନିମନ୍ତେ ଆମମାନଙ୍କୁ ପ୍ରବର୍ତ୍ତାଉ ଥିବା ସମସ୍ତଠାରୁ ପ୍ରତିରୋଧ କରିବା ନିମନ୍ତେ ଆମମାନଙ୍କୁ ଶକ୍ତି ଯୋଗାଏ ”