or_tn/1jn/05/04.md

1.8 KiB

everyone who is born from God overcomes

ଈଶ୍ବରଙ୍କ ସମସ୍ତ ସନ୍ତାନମାନେ ବିଜୟ ହୋଇଛନ୍ତି

overcomes the world

ଜଗତ ଉପରେ ବିଜୟ ପାଇଛନ୍ତି, “ଜଗତ ବିରୁଦ୍ଧରେ ସଫଳତା ପାଇଛନ୍ତି,” କିମ୍ବା “ଯାହା ଅବିଶ୍ବାସୀମାନେ କରନ୍ତି ସେହି ମନ୍ଦ କାର୍ଯ୍ୟ କରିବାକୁ ନାସ୍ତି କରନ୍ତି”

the world

ଏହି ଅନୁଚ୍ଛେଦରେ ବ୍ୟବହୃତ “ଜଗତ” ଶଦ୍ଦ ସମସ୍ତ ପାପୀ ଲୋକମାନଙ୍କ ନିମନ୍ତେ ଏବଂ ଜଗତରେ ମନ୍ଦ ପ୍ରଥାକୁ ସୂଚିତ କରେ । ଅନ୍ୟ ଏକ ଅନୁବାଦରେ: “ଜଗତରେ ଥିବା ସମସ୍ତ ବିଷୟ ଈଶ୍ବରଙ୍କ ବିରୋଧି ଅଟେ” (ଦେଖ: rc://*/ta/man/translate/figs-metonymy)

And this is the victory that has overcome the world, even our faith

ଏବଂ ଏହା ସେହି ଶକ୍ତି ଯାହା ଈଶ୍ବରଙ୍କ ବିରୁଦ୍ଧରେ ପାପଠାରୁ ପ୍ରତିରୋଧ କରିବା ନିମନ୍ତେ ଆମମାନଙ୍କୁ ଶକ୍ତି ଯୋଗାଏ: ଆମ୍ଭମାନଙ୍କର ବିଶ୍ବାସ କିମ୍ବା “ଏବଂ ଏହା ଆମ୍ଭମାନଙ୍କର ବିଶ୍ବାସ ଯାହା ଈଶ୍ବରଙ୍କ ବିରୁଦ୍ଧରେ ପାପ କରିବା ନିମନ୍ତେ ଆମମାନଙ୍କୁ ପ୍ରବର୍ତ୍ତାଉ ଥିବା ସମସ୍ତଠାରୁ ପ୍ରତିରୋଧ କରିବା ନିମନ୍ତେ ଆମମାନଙ୍କୁ ଶକ୍ତି ଯୋଗାଏ ”