or_tn/1jn/04/17.md

12 lines
2.3 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# Because of this, this love has been made perfect among us, so that we will have confidence
ଏହାକୁ ସକ୍ରିୟ ରୂପରେ କୁହାଯାଇପାରିବ । ସାମ୍ଭାବ୍ୟ ଅର୍ଥ ଗୁଡିକ ୧) “ଏହାର କାରଣରୁ” [୧ ଯୋହନ ୪:୧୬] (../୦୪/୧୬.md)ର ପୂର୍ବ ପଦକୁ ସୂଚିତ କରେ । ଅନ୍ୟ ଏକ ଅନୁବାଦରେ: “କାରଣ ଯେକେହି ଈଶ୍ବରଙ୍କଠାରେ ପ୍ରେମରେ ରହେ ଏବଂ ଈଶ୍ବରଙ୍କ ପ୍ରେମ ତାହାଙ୍କଠାରେ ରହେ, ଈଶ୍ବର ଆମ୍ଭମାନଙ୍କ ନିମନ୍ତେ ତାହାଙ୍କ ପ୍ରେମ ସମ୍ପୁର୍ଣ୍ଣ କରିଛନ୍ତି” କିମ୍ବା ) “ଏହାର କାରଣରୁ” “ଆମ୍ଭମାନଙ୍କ ବିଶ୍ବାସ ରହିଛି”କୁ ସୂଚିତ କରେ । ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ନିଶ୍ଚିତ ଅଟୁ ଯେ ଈଶ୍ବର ସେହି ଦିନ ଆମ୍ଭମାନଙ୍କୁ ସ୍ବୀକାର କରିବେ ଯେଉଁ ଦିନ ସେ ସମସ୍ତଙ୍କର ବିଚାର କରିବେ, ତେଣୁ ଆମ୍ଭେମାନେ ଜାଣୁ ଯେ ସେ ଆମ୍ଭମାନଙ୍କ ନିମନ୍ତେ ତାହାଙ୍କର ପ୍ରେମ ପୂର୍ଣ୍ଣ କରିଅଛନ୍ତି” (ଦେଖ: [[rc://*/ta/man/translate/figs-activepassive]])
# this love has been made perfect among us
ଏହାକୁ ସକ୍ରିୟ ରୂପରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଆମ୍ଭମାନଙ୍କ ନିମନ୍ତେ ତାହାଙ୍କ ପ୍ରେମକୁ ସମ୍ପୁର୍ଣ୍ଣ କରିଅଛନ୍ତି” (ଦେଖ: [[rc://*/ta/man/translate/figs-activepassive]])
# because as he is, just so are we in this world
କାରଣ ଯେଉଁ ସମ୍ପର୍କ ଯୀଶୁଙ୍କର ଈଶ୍ବରଙ୍କ ସହିତ ରହିଅଛି ସେହି ସମ୍ପର୍କ ଏହି ଜଗତରେ ଈଶ୍ବରଙ୍କ ସହିତ ଆମ୍ଭମାନଙ୍କର ଅଛି